Khabriya News App.

Bailey Fry

Upload Video
Log out

ମହାଶିବରାତ୍ରି ରେ ମାନେଶ୍ଵର ମାନଧାତା ମନ୍ଦିର,ସହସ୍ରାଧିକ ଭକ୍ତଙ୍କ ସମଗମ ମଧ୍ୟରେ ଚଳଚଞ୍ଚଳ

71 views
0Watch Time: 0 sec

ଚଳିତ ମଙ୍ଗଳବାର ମହାଶିବରାତ୍ରି ଦିନ ସମସ୍ତ ଶିବମନ୍ଦିର ଚଳଚଞ୍ଚଳ ରହିଥିଲା ,ମାନେଶ୍ବର ମାନ୍ଧାତା ମନ୍ଦିର ଟ୍ରଷ୍ଟି ମନୋଜ ପାଣିଗ୍ରାହୀଙ୍କ ତତ୍ଵାବଧାନ ରେ ସମସ୍ତ କାର୍ଯକ୍ରମ ଚାଲିଥିବାବେଳେ ପୂଜା କାର୍ଯକ୍ରମ କୁ ପଣ୍ଡିତ ନିରଞ୍ଜନ ହୋତା, ପଣ୍ଡିତ ପ୍ରଦୀପ ନାୟକ, ବିଶ୍ଵଜିତ ସହଯୋଗ କରିଥିଲେ

About:

Video Location : Andharipali

Duration : 01:33 mins

Date Time : March 2nd 2022, 9:36:06 am

Khabriya News App.