Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମ ପଞ୍ଚାୟତ ପରିଦର୍ଶନ କରେ ବିଜେପି ପ୍ରତିନିଧି ଦଳ

82 views
2Watch Time: 0 sec

ବର୍ଷା ଅଭାବରୁ ସାରା ଓଡିଶାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଜେପି ଓଡିଶା ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ର ଏକ ପ୍ରତିନିଧି ମଣ୍ଡଳ ରବିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ, କୁଚିଣ୍ଡା ବ୍ଲକ, ଖଣ୍ଡୋକଟା ପଞ୍ଚାୟତ ପରିଦର୍ଶନ କରିଛନ୍ତି।

About:

Video Location : Sambalpur

Duration : 01:33 mins

Date Time : August 29th 2021, 4:03:06 pm

Khabriya News App.