Khabriya News App.

Bailey Fry

Upload Video
Log out

ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ----- ନବଜାତ ଶିଶୁ ର ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ମାଁ କ୍ଷୀର ଖୁଆଇବାକୁ ମାଆ ମାନଙ୍କୁ ପରାମର୍ଶ

208 views
2Watch Time: 0 sec

ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ମଧ୍ୟରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯିବାକୁ ସରକାରୀ ନିର୍ଦ୍ଦେଶ ଥିବାବେଳେ, ଧନକୌଡା ବ୍ଲକ ଆଇ ସି ଡି ଏସ ଅଧିନସ୍ଥ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହୋଇଯାଇଛି l

About:

Video Location : Kardola

Duration : 01:33 mins

Date Time : August 12th 2021, 2:27:06 pm

Khabriya News App.