ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ରେ ପ୍ରତି ସୋମବାର ବସୁଥିବା ସାପ୍ତାହିକ ବଜାର କୁ ଦୁଇ ସପ୍ତାହ ପାଇଁ ବନ୍ଦ ଘୋଷଣା କରିଛି ଗ୍ରାମ୍ୟପରିଚାଳନା କମିଟି |ଏବେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି
Video Location : India
Duration : 01:33 mins
Date Time : April 25th 2021, 2:39:15 am