Khabriya News App.

Bailey Fry

Upload Video
Log out

ଅମରପାଲି ସାପ୍ତାହିକ ବଜାର କୁ ଦୁଇ ସପ୍ତାହ ବନ୍ଦ କଲା ଗ୍ରାମପରିଚାଳନା କମିଟି

128 views
95% 1

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ରେ ପ୍ରତି ସୋମବାର ବସୁଥିବା ସାପ୍ତାହିକ ବଜାର କୁ ଦୁଇ ସପ୍ତାହ ପାଇଁ ବନ୍ଦ ଘୋଷଣା କରିଛି ଗ୍ରାମ୍ୟପରିଚାଳନା କମିଟି |ଏବେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି

About:

Video Location : India

Duration : 01:33 mins

Date Time : April 25th 2021, 4:39:15 am

Khabriya News App.