Khabriya News App.

Bailey Fry

Upload Video
Log out

୭୫ ବର୍ଷପରେ କୁଦ ଗୁଣ୍ଡେରପୁର ଗ୍ରାମପଞ୍ଚାୟତବାସୀଙ୍କୁ ମିଳିଲା ଆଂଶିକ ବ୍ୟାଙ୍କ ସେବା---- ' ଉତ୍କଳ ଗ୍ରାମ୍ୟବ୍ୟାଙ୍କ ର କ୍ୟେକ୍ସ ବ୍ୟାଙ୍କିଙ୍ଗ ଉଦ୍ଘାଟିତ'

136 views
1Watch Time: 0 sec

ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ଗ୍ରାମପଞ୍ଚାୟତ ର କୁଦ ଗୁଣ୍ଡେରପୁର ଗାଁରେ ଲୋକଙ୍କ ସୁଵିଧା ପାଇଁ ଏକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ କ୍ଯୌସ୍କ ବ୍ୟାଙ୍କର ଶୁଭ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ,ଏଥି ସହ ଅନ୍ୟାନ୍ୟ ଦୁଇ ପ୍ରକଳ୍ପ ର ଉଦ୍ଘାଟନ ହୋଇଯାଇଛି

About:

Video Location : Kardola

Duration : 01:33 mins

Date Time : August 17th 2021, 5:24:07 pm

Khabriya News App.