Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମରେ ରକ୍ତଦାନ ଶିବିର

185 views
1Watch Time: 0 sec

କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଶିବିରରେ ଅତିଥୀ ଭାବେ ସମାଜ ସେବୀ ସୁବାସ ନାୟକ ଅତିଥି ଭାବରେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରି ଥିଲେ।

About:

Video Location : Kuchinda

Duration : 01:33 mins

Date Time : August 19th 2021, 6:00:06 pm

Khabriya News App.