Khabriya News App.

Bailey Fry

Upload Video
Log out

କୁଚିଣ୍ଡା-କୁଚିଣ୍ଡା ଏନଏସି ପକ୍ଷରୁ ସହରର ବିଭିନ୍ନ ଦୋକାନକୁ ଯାଇ ପଲିଥିନ ଯାଚଂ ଏବଂ କରୋନା ସଚେତନତା

49 views
2Watch Time: 0 sec

କୁଚିଣ୍ଡା ଉପଜିଲ୍ଲାପାଳ ତଥା ଏନଏସି ନିର୍ବାହୀ ଅଧିକାରୀ ଆଦିତ୍ଯ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଏନଏସିର କର୍ମଚାରୀ ବସଷ୍ଟାଣ୍ଡ ଠାରେ ବିଭିନ୍ନ ଦୋକାନରେ ପଲିଥିନ ବିକ୍ରିକୁ ନେଇ ଚଢାଉ କରିଥିଲେ ଏବଂ ଫାଇନ ଆଦାୟ କରିଥିଲେ।ଏହି ଚଢାଉରେ ଏନଏସିର କର୍ମଚାରୀ ସାମିଲ ହୋଇଥିଲେ।

About:

Video Location : ଭାରତ

Duration : 01:33 mins

Date Time : July 20th 2022, 5:15:08 pm

Khabriya News App.