Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକର ପୁରପଲ୍ଲୀରେ ପୁଅଜିଉଁତିଆ ପୂଜା ଅନଷ୍ଠିତ

61 views
1Watch Time: 0 sec

କୁଚିଣ୍ଡା ବ୍ଲକର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ପୁଅଜିଉଁତିଆ ପୂଜା ତଥା ଦୁତିବାହନ ପୂଜା।ମହିଳା ମାନେ ଦିନସାରା ନିର୍ଜଳା ଉପବାସ ରହିଛନ୍ତି।ପୁଅର ଶୁଭମନାସି ପାଇଁ ଏହି ପୂଜା କରିଛନ୍ତି।ସନ୍ଧ୍ୟାରେ ମହିଳାମାନେ ଏକତ୍ରିତ ହୋଇ ଦୂତିବାହାନଙ୍କର ପୂଜା କରିଥାନ୍ତି।

About:

Video Location : Kuchinda

Duration : 01:33 mins

Date Time : September 29th 2021, 5:57:08 pm

Khabriya News App.