Khabriya News App.

Bailey Fry

Upload Video
Log out

କୁଚିଣ୍ଡା-ସଇଡା ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ।

54 views
3Watch Time: 0 sec

କୁଚିଣ୍ଡା ଥାନା ସଇଡା ଭେଡେନ ନଦୀ ବାଇପାଶ ନୂଆପୋଲ ଉପରୁ ଡେଇଁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି ।କୁଚିଣ୍ଡା ପୋଲିସ ଘଟଣାସ୍ଥଳରୁ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଛି।

About:

Video Location : Kuchinda

Duration : 01:33 mins

Date Time : July 24th 2022, 4:36:08 pm

Khabriya News App.