ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ଅନ୍ତର୍ଗତ ମାର୍କୋଣା ପଂଚାୟତର ଅନନ୍ତପୁର ଗ୍ରାମର କୈଳାସ ଜେନାଙ୍କ ଅଗ୍ନିକାଣ୍ଡ ଘଟି ଘର ପୋଡି ଯାଇଥିବା ଖବର ପାଇ ଜାମ୍ମୁଝାଡି ମଣ୍ଡଳ ସଭାପତି ସୁଶାନ୍ତ ନାୟକ ସହଯୋଗର ହାତ ବଡାଇଲେ ।
About:
Video Location : Markona
Duration : 01:33 mins
Date Time : September 1st 2021, 3:18:06 am