Khabriya News App.

Bailey Fry

Upload Video
Log out

ଅମରପାଲି ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

78 views
1Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରେ ଓଡିଶା ମୋ ପରିବାର ସୌଜନ୍ୟରେ ସ୍ଥାନିୟ ଫ୍ରେଣ୍ଡସ କ୍ଲବ ଓ ଜେମ୍ସ ଷ୍ଟାର କ୍ଲବ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

About:

Video Location : Amarpali

Duration : 01:33 mins

Date Time : July 19th 2021, 1:06:15 am

Khabriya News App.