Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ଠାରେ ଆସନ୍ତାକାଲି ବାସନ୍ତିକ ନବରାତ୍ର ପୂଜା ଅନଷ୍ଠିତ ହେବ

156 views
0Watch Time: 0 sec

କୁଚିଣ୍ଡା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ଆସନ୍ତାକାଲି ବାସନ୍ତିକ ନବରାତ୍ର ପୂଜା ଅନଷ୍ଠିତ ହେବ। ଆଜି ମାଙ୍କର ଅଧବାସ ପୂଜା ହୋଇଯାଇଛି। ମହିଳାମାନେ ଖର୍ଲା ନଦୀକୁ ଯାଇ ପୂଜକ ସେଠାରେ କଳସ ପୂଜା କରି ମାଙ୍କର ରିତିନିତି ଅନୁସାରେ ପୂଜାର୍ଚ୍ଚନା କଲା ପରେ ମହିଳା ମାନେ ମୁଣ୍ଡରେ କଳସ ଧରି ମା ଦୁର୍ଗାଙ୍କ ପୀଠରେ ଘଟ ସ୍ଥାପନ କରିଥିଲେ। କୋଭିଡ ନିୟମ ପାଳନ କରି ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ମା ଦୁର୍ଗାଙ୍କର ନବରାତ୍ର ପୂଜା ୯ ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

About:

Video Location : Kuchinda

Duration : 01:33 mins

Date Time : April 12th 2021, 2:50:55 pm

Khabriya News App.