Khabriya News App.

Bailey Fry

Upload Video
Log out

ବାଲେଶ୍ୱର:ଭୂତପୂର୍ବ ସୈନିକଙ୍କୁ ତିରଙ୍ଗା ପ୍ରଦାନ କରି ସଦର ବିଜେପି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳନ।

14 views
1Watch Time: 1 mins +

ଭୂତପୂର୍ବ ସୈନିକଙ୍କୁ ତିରଙ୍ଗା ପ୍ରଦାନ କରି ସଦର ବିଜେପି ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳନ। ଆଜି ଭାରତୀୟ ଜନତା ପାର୍ଟି ସଦର ଶାଖା ପକ୍ଷରୁ ସ୍ଥାନୀୟ ଜେଲ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଭୂତପୂର୍ବ ସୈନିକ ମାନଙ୍କୁ ନେଇ ଆଜାଦିର ଅମୃତ ମୋହତ୍ସବ ଅଭିଯାନରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି।

About:

Video Location : Mahatipur

Duration : 01:20 mins

Date Time : August 13th 2022, 2:11:55 am

Khabriya News App.