Khabriya News App.

Bailey Fry

Upload Video
Log out

ଅମରପାଲି ୟୁପି ସ୍କୁଲ ରେ 72ତମ ବନମହୋତ୍ସବ ଅନୁଷ୍ଠିତ

82 views
2Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ସରକାରୀ ୟୁପି ସ୍କୁଲ ରେ ଆଜି 72ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କ ଅଧ୍ୟକ୍ଷତାରେ ବହଳପଦର ସମିତି ସଭ୍ୟ ପିତାମ୍ବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ସ୍କୁଲ ପଡିଆରେ ଶତାଧିକ ବୃକ୍ଷ ରୋପଣ ହୋଇଛି

About:

Video Location : Amarpali

Duration : 01:33 mins

Date Time : July 10th 2021, 10:51:06 am

Khabriya News App.