ମିଳିତ କୃଷକ ସଂଗଠନ କୁଚିଣ୍ଡା ବ୍ଲକ ପକ୍ଷରୁ କୁଚିଣ୍ଡା ବ୍ଲକର ସମସ୍ତ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବୀ ନେଇ ଉପଜିଲ୍ଲାପାଳ ଆଦିତ୍ଯ ଗୋଏଲଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
About:
Video Location : India
Duration : 01:33 mins
Date Time : September 8th 2021, 5:45:06 pm