Khabriya News App.

Bailey Fry

Upload Video
Log out

ଜମନକିରା ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟାକାରିଣୀ ବୈଠକ

183 views
3Watch Time: 0 sec

ଜମନକିରା ସ୍ଥିତ ଷଣ୍ଢପଥର ଠାରେ ଜମନକିରା ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜମନକିରା ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଜେପି ବିଧାୟକ ରବିନାରାୟଣ ନାଏକ ଯୋଗ ଦେଇଥିଲେ

About:

Video Location : Kuchinda

Duration : 01:33 mins

Date Time : August 28th 2021, 9:48:07 am

Khabriya News App.