ଜମନକିରା ସ୍ଥିତ ଷଣ୍ଢପଥର ଠାରେ ଜମନକିରା ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜମନକିରା ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଜେପି ବିଧାୟକ ରବିନାରାୟଣ ନାଏକ ଯୋଗ ଦେଇଥିଲେ
About:
Video Location : Kuchinda
Duration : 01:33 mins
Date Time : August 28th 2021, 7:48:07 am