Khabriya News App.

Bailey Fry

Upload Video
Log out

କୁଚିଣ୍ଡା ପୋଲିସର ମାସ୍କ ଚେକିଙ୍ଗ

110 views
0Watch Time: 0 sec

କୁଚିଣ୍ଡା ଅଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସେଥିପାଇଁ କୁଚିଣ୍ଡା ପ୍ରଶାସନ କଡା ପଦକ୍ଷେପ ନେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଚିଣ୍ଡା ଠାରେ ମାସ୍କ ଚେକିଙ୍ଗକୁ କଡାକଡି କରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ କୁଚିଣ୍ଡା ପୋଲିସ ମାସ୍କ ଚେକିଙ୍ଗକୁ ଜୋରଦାର କରିଛି ।ଯେଉଁ ଲୋକ ମାସ୍କ ପିନ୍ଧି ନ ଥିଲେ ତାଙ୍କ ଠାରୁ ଫାଇନ ଆଦାୟ କରିଥିଲେ।କୁଚିଣ୍ଡା ଥାନାର ସବ ଇନ୍ସପେକ୍ଟର ବିଦୁଭୂଷଣ ମିଶ୍ରଙ୍କ ତତ୍ବାବଧାନରେ ପୋଲିସ କର୍ମଚାରୀ ବସଷ୍ଟାଣ୍ଡରେ ମାସ୍କ ଚେକିଙ୍ଗ କରିଛନ୍ତି ।

About:

Video Location : Kuchinda

Duration : 01:33 mins

Date Time : April 25th 2021, 6:47:41 am

Khabriya News App.