ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ଗ୍ରାମରେ ଥିବା ଦୁର୍ଗା ମନ୍ଦିରରେ ବାସନ୍ତୀକ ଦୁର୍ଗା ପୂଜା ପାଳିତ ହୋଇଯାଇଛି |କୋଭିଡ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରାଦ୍ଧଲୁ ଓ ସେବାୟତ ଙ୍କୁ ନେଇ ଉକ୍ତ ପୂଜା ସମାପନ କରାଯାଇଛି |
Video Location : India
Duration : 01:33 mins
Date Time : April 25th 2021, 3:28:16 am