Khabriya News App.

Bailey Fry

Upload Video
Log out

ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର

221 views
0Watch Time: 0 sec

କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ବୁରୋଡିହି ଗ୍ରାମର ଅଞ୍ଜଳି ହିରା ସରେନ ଏବଂ ଫଟାଟାଙ୍ଗର ଗ୍ରାମର ସୁସାନ୍ତ ମୁଣ୍ଡା ସକାଳୁ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ।ଗୁରୁତର ଦୁହିଁଙ୍କର ଗୋଡରେ, ଦେହରେ ଗଭୀର କ୍ଷତ ଲାଗିଛି ।ପରିବାର ଲୋକେ ଖବର ପାଇ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ଡାକ୍ତର ଦୁହିଁଙ୍କର ଚିକିତ୍ସା କରିଛନ୍ତି ।ଖବର ପାଇ ବନବିଭାଗର ରେଞ୍ଜନ ଗଗନ ବିହାରି ମଲ୍ଲିକ ଏବଂ କୁସୁମୀ ଫାଣ୍ଡି ଅଧିକାରୀ ଦେବରାଜ ସାହୁ କୁଚିଣ୍ଡା ଡାକ୍ତରଖାନାରେ ପହଞ୍ଚିଥିଲେ।

About:

Video Location : Kuchinda

Duration : 01:33 mins

Date Time : April 11th 2021, 12:14:04 pm

Khabriya News App.