Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ବାଉରୀଗୋଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ବିଜେପି

150 views
2Watch Time: 0 sec

ବିଭିନ୍ନ ଦାବୀ ନେଇ ପୂର୍ବତନ ବିଧାୟକ ରବିନାରାୟଣ ନାଏକଙ୍କ ନେତୃତ୍ବରେ କର୍ମୀମାନେ କୁଚିଣ୍ଡା ବ୍ଲକ ବାଉରୀଗୋଡା ପଞ୍ଚାୟତ କାର୍ଯ୍ଯାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ପଚାଂୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଥିଲେ

About:

Video Location : Kuchinda

Duration : 01:33 mins

Date Time : September 8th 2021, 5:51:06 pm

Khabriya News App.