Khabriya News App.

Bailey Fry

Upload Video
Log out

ବାଲିଆପାଳ ଅଞ୍ଚଳର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ସ୍ବର୍ଗତ ଚକ୍ରଧର ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

25 views
0Watch Time: 0 sec

ବାଲିଆପାଳ ଅଞ୍ଚଳର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ସ୍ବର୍ଗତ ଚକ୍ରଧର ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବଡାସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁବାସିନୀ ଜେନା ଯୋଗଦାନ କଲେ।

About:

Video Location : Narayanpur

Duration : 01:33 mins

Date Time : December 7th 2021, 6:18:06 pm

Khabriya News App.