ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରି ଛକ ଠାରେ ଚଳନ୍ତା ବୋଲେରୋ ରେ ଲାଗିଲା ନିଆଁ । ବସିଥିବା ୩ ଜଣ ଅଳ୍ପକେ ବର୍ତିଲେ । ଡୁଙ୍ଗୁରିପାଲି ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଛି ।
Video Location : Sonepur
Duration : 01:33 mins
Date Time : August 24th 2021, 2:21:09 pm