Khabriya News App.

Bailey Fry

Upload Video
Log out

ଲୋକସଭା ସାଂସଦ ନୀତିଶ ଗଂଗଦେଵଙ୍କ ପାଣ୍ଠିରୁ ଧନକୌଡା ଜୋନ-୨ ପାଇଁ ୧୦୮ ଏମ୍ବୂଲାନ୍ସ ଲୋକାର୍ପିତ ଏଣିକି ୪ ପଞ୍ଚାୟତବାସୀ ଉପକ୍ରୂତ ହେବେ

184 views
2Watch Time: 0 sec

ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେଵ ଙ୍କ ଅନୁଦାନରୁ ଜୋନ-୨ ଅଞ୍ଚଳର କଳାମାଟି,ବସନ୍ତପୁର,କର୍ଡୋଲା ଓ କୁଦ ଗୁଣ୍ଡେରପୁର ପାଇଁ ୧୦୮ ଅମ୍ଭୁଲାନ୍ସ ର ସେବା ଆରମ୍ଭ ହୋଇଛି l ଏହି ଅବସରରେ ମାନ୍ୟବର ରେଙ୍ଗାଲି ବିଧାୟକ ନାଉରୀ ନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଯୋଗଦେଇଥିଲେ

About:

Video Location : Bandhpali

Duration : 01:33 mins

Date Time : August 23rd 2021, 5:09:06 pm

Khabriya News App.