ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ବଡ଼ ଜୟପୁର ପଞ୍ଚାୟତର ୨୪ପ୍ରକଳ୍ପ କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁଭ ଶିଳାନ୍ୟାସ କରିବା ସହ ଅନ୍ୟ ଦଳର କର୍ମୀ ବିଜେଡ଼ି ଦଳରେ ସାମିଲ ହୋଇଥିଲେ ।
About:
Video Location : Bhagia
Duration : 01:33 mins
Date Time : August 18th 2021, 4:45:06 pm