Khabriya News App.

Bailey Fry

Upload Video
Log out

ଅମରପାଲି ହାଇସ୍କୁଲ ର 183ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ଫାଇନାଲ ପ୍ରାକ୍ଟିସ ଟେଷ୍ଟ ପରୀକ୍ଷା

119 views
95% 2

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ହାଇସ୍କୁଲ ର183ଜଣ ଛାତ୍ର ଛାତ୍ରୀ ଦେଇଛନ୍ତି ମାଟ୍ରିକ ଫାଇନାଲ ପ୍ରାକ୍ଟିସ ଟେଷ୍ଟ ପରୀକ୍ଷା |ଏନେଇ ସ୍କୁଲପକ୍ଷରୁ ସମସ୍ତ ପ୍ରସ୍ତୁତି କରି ପରୀକ୍ଷା କରିଥିବା ବେଳେ କୋଭିଡ ନିୟମ କୁ ମାନି ପରୀକ୍ଷା କରାଯାଇଥିଲା |

About:

Video Location : India

Duration : 01:33 mins

Date Time : April 25th 2021, 5:58:40 am

Khabriya News App.