ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ହାଇସ୍କୁଲ ର183ଜଣ ଛାତ୍ର ଛାତ୍ରୀ ଦେଇଛନ୍ତି ମାଟ୍ରିକ ଫାଇନାଲ ପ୍ରାକ୍ଟିସ ଟେଷ୍ଟ ପରୀକ୍ଷା |ଏନେଇ ସ୍କୁଲପକ୍ଷରୁ ସମସ୍ତ ପ୍ରସ୍ତୁତି କରି ପରୀକ୍ଷା କରିଥିବା ବେଳେ କୋଭିଡ ନିୟମ କୁ ମାନି ପରୀକ୍ଷା କରାଯାଇଥିଲା |
Video Location : India
Duration : 01:33 mins
Date Time : April 25th 2021, 3:58:40 am