ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଅମରପାଲି ସରକାରୀ ୟୁପି ସ୍କୁଲ ର ମରାମତି ସହ ରଙ୍ଗକାମ ହେଉଛି |ଏନେଇ ସ୍କୁଲ ପକ୍ଷରୁ ଏହାର ଚାରିପଟେ ଥିବା ଅଳିଆ ଆବର୍ଜନା ସଫା କରିବା ସହ ଛାତ, କାନ୍ଥ ମରାମତି କରାଯାଉଛି |ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରଙ୍ଗକାମ ପରେ ଭିନ୍ନଭିନ୍ନ ଶିକ୍ଷଣୀୟ ଚିତ୍ର ଅଙ୍କନ କରାଯିବ ବୋଲି ସୂଚନା ମିଳିଛି |
Video Location : null
Duration : 01:33 mins
Date Time : April 25th 2021, 2:47:50 am