Khabriya News App.

Bailey Fry

Upload Video
Log out

ଜମନକିରା ବସଷ୍ଟାଣ୍ଡରେ ଯୁବକର ଛୁରା ମାଡରେ ଜଣେ ହୋଟେଲ ମିସ୍ତ୍ରୀ ଗୁରୁତର।

50 views
1Watch Time: 0 sec

ଜମନକିରା ବସଷ୍ଟାଣ୍ଡରେ ଜଣେ ଯୁବକଙ୍କ ଛୁରୀରେ ଆକ୍ରମଣ କରି ଜଣେ ହୋଟେଲ ମିସ୍ତ୍ରୀ ଗୁରୁତର ହୋଇଛନ୍ତି।ବସଷ୍ଟାଣ୍ଡରେ ନିକଟରେ ଥିବା ଏକ ହୋଟେଲରେ କାମ କରୁଥିବା ମିସ୍ତ୍ରୀ ରାଜୁ ମାଝୀ କାମ ସାରି ଘରକୁ ଫେରୁଥିବାବେଳେ ସଂଗ୍ରାମ କେଶରୀ ପଟ୍ଟନାୟକ ଯୁବକ ଛୁରୀରେ ଆକ୍ରମଣ କରିଥିଲେ।

About:

Video Location : Kuchinda

Duration : 01:33 mins

Date Time : September 25th 2021, 6:15:07 am

Khabriya News App.