Khabriya News App.

Bailey Fry

Upload Video
Log out

ରକ୍ତ ଦାନ କରି ନିଜ ଜନ୍ମଦିନ ପାଳନ କଲେ oca ମାନ୍ୟତାପ୍ରାପ୍ତ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା

33 views
2Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବାମରାଜ ଗ୍ରାମର ଶ୍ୟାମ ସୁନ୍ଦର ରକ୍ତ ଦାନ କରି ଜନ୍ମଦିନ ପାଳନକଲେ |ସେ ଜଣେ oca ମାନ୍ୟତାପ୍ରାପ୍ତ ଅଟନ୍ତି |ସେ ବାମରାଜ ଗ୍ରାମର ଅଟନ୍ତି |ସେ ସୋନପୁର ଜିଲ୍ଲା ଡାକ୍ତରଖାନା ର ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରିଛନ୍ତି

About:

Video Location : India

Duration : 01:33 mins

Date Time : May 2nd 2021, 2:10:13 am

Khabriya News App.