ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଝରାନିକ୍ତିମାଲ ଖେଳପଡିଆରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ମା ତାରିଣୀ କ୍ଲବ ପକ୍ଷରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିଥିଲେ।ଗୁଣ୍ଡୁରୁଚୁଆଁ ଏବଂ ବନ୍ଧପାଲି ମଧ୍ଯରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା।
About:
Video Location : Kuchinda
Duration : 01:33 mins
Date Time : August 28th 2021, 7:39:06 am