Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ କୁସୁମି ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

158 views
1Watch Time: 0 sec

କୁଚିଣ୍ଡା ବ୍ଲକ କୁସୁମୀ ଗ୍ରାମର ଖେଳ ପଡିଆ ଠାରେ କୁସୁମୀ ଫୁଟବଲ କମିଟୀ ପକ୍ଷରୁ ୫ ଦିନ ଧରି ଚାଲିଥିବା ୪ର୍ଥ କୁସୁମୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପନୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ଯ ଅତିଥୀ ଭାବେ ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗ ଦେଇଥିଲେ।

About:

Video Location : Kuchinda

Duration : 01:33 mins

Date Time : October 9th 2021, 3:15:07 pm

Khabriya News App.