Khabriya News App.

Bailey Fry

Upload Video
Log out

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ପଦ୍ମାଲାୟା ଢ଼ାବା ସମ୍ମୁଖରେ ୧ହଜାର ଲିଟର ଦେଶୀ ମଦ ଜବତ ।

250 views
1Watch Time: 0 sec

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ ୟୁନିଟ-୨ ପକ୍ଷରୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଗାଡିକୁ ପିଛା କରି ପଦ୍ମାଲାୟା ଢ଼ାବା ସମ୍ମୁଖରେବୋଲେରୋ ଜବତ କରି ୧ହଜାର ଲିଟର ଦେଶୀ ମଦ ଜବତ ।

About:

Video Location : India

Duration : 01:33 mins

Date Time : September 24th 2021, 9:57:05 am

Khabriya News App.