Khabriya News App.

Bailey Fry

Upload Video
Log out

ବାଇକ ଦୁର୍ଘଟଣାରେ ୩ ଗୁରୁତର

36 views
1Watch Time: 0 sec

ଲୋଇସିଂହା ଥାନା କନ୍ଦାଜୁରୀ ଠାରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ମାନେ ହେଲେ ବଲାଙ୍ଗୀର ଜିଲା ବନ୍ଧପଡା ଥାନା ଅଧିନ ସତୀଘାଟ ଗ୍ରାମର ତେଜରାଜ ବରିହା, ଚିଙ୍ଗାରୁ ପଧାନ ଓ ଜଗନ୍ନାଥ ପଧାନ ।

About:

Video Location : Loisingha

Duration : 01:33 mins

Date Time : October 7th 2021, 1:54:05 pm

Khabriya News App.