ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲେ ବିଦ୍ୟୁତ୍ ବିଭାଗ । ଡୁଙ୍ଗୁରିପାଲି ବିଦ୍ୟୁତ୍ ବିଭାଗ ଏହି ସହରର ଶିବାନନ୍ଦ ପଡା ର ବିଦ୍ୟୁତ୍ ତାର କୁ ସଜାଡି ଦେଇଛି । ଫଳରେ ସ୍ଥାନୀୟ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।
Video Location : Sonepur
Duration : 01:33 mins
Date Time : April 12th 2021, 4:35:40 am