ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଭାଟ ବାହଲି ଥରେ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଆଇଲାସରି ଦଳ କୁ ପରାଜିତ କରି ରୋଡ ଇଲେବେନ୍ ଷ୍ଟାର ଚମ୍ପିୟାନ ହୋଇଥିଲେ ।
About:
Video Location : Sonepur
Duration : 01:33 mins
Date Time : August 24th 2021, 1:36:06 pm