Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବିଜେପି ପକ୍ଷରୁ ଉପଖଣ୍ଡକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର

145 views
2Watch Time: 0 sec

କୁଚିଣ୍ଡା ବିଜେପି ପକ୍ଷରୁ କୁଚିଣ୍ଡା ଉପଖଣ୍ଡକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ପୂର୍ବତନ ବିଧାୟକ ରବିନାରାୟଣ ନାଏକଙ୍କ ନେତୃତ୍ବରେ କର୍ମୀ ଓ ଚାଷୀଙ୍କ ସହିତ ସ୍ଥାନିୟ ବ୍ଲକ ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ୭ ଦଫା ଦାବୀପତ୍ର ପ୍ରଦାନ କରିଥିଲେ।

About:

Video Location : Kuchinda

Duration : 01:33 mins

Date Time : August 31st 2021, 4:57:06 pm

Khabriya News App.