Khabriya News App.

Bailey Fry

Upload Video
Log out

ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ ବିକୁଜନତାଦଳର ୨୬ତମ ପ୍ରୀତିଷ୍ଠାଡିବାସରେ ଯୋଗଦେଲେ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପକୁମାର ଅମାତ ଓ ପ୍ରଫୁଲ୍ଲ ମଳିକ ।

18 views
3Watch Time: 0 sec

ଆଜି ଚାରିଛକ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପ୍ରଥମେ ବିଜୁପଟଣାୟକଙ୍କ ପଟଚିତ୍ରରେ ଦୀପଜାଳି ପୁଷ୍ପ ମାଲ୍ୟାପଣ କରିବାସହିତ ସଭକାର୍ଯ୍ୟ ଆରମ୍ଭ କରାଯାଇ ଥିଲା l ଏଠାରେ ବହୁସଂଖ୍ୟକ ବିଜୁପ୍ରେମୀ ଓ ବିଜେଡ଼ିର କର୍ମୀ ଯୋଗଦାନ କରିଥିଲେ।

About:

Video Location : Boudh

Duration : 01:25 mins

Date Time : January 11th 2023, 2:01:29 am

Khabriya News App.