ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସମ୍ବଲପୁର ଆନୁକୂଲ୍ୟରେ ତଥା ରେଙ୍ଗାଲି ବିଜୁ ଜନତା ଦଳ ର ସହଯୋଗରେ ରେଙ୍ଗାଲି କତର୍ବଗା କୀନାଲୋଇ ଗ୍ରାମ ପଞ୍ଚାୟତ ଜୁନଡିହି ଛକ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ll ଏଥିରେ ବିଭିନ୍ନ ବର୍ଗର 156 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା
Video Location : Chipilima
Duration : 01:33 mins
Date Time : September 5th 2021, 4:48:06 pm