Khabriya News App.

Bailey Fry

Upload Video
Log out

କୀନାଲୋଇ ଜୁନାଡିହି ରେ ଜୀବନବିନ୍ଦୁ ରକ୍ତଦାନ ଶିବିର --- ୧୫୬ ଟି ବିଭିନ୍ନ ବର୍ଗର ରକ୍ତ ସଂଗ୍ରୁହିତ

228 views
0Watchtime: 00:00 mins

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସମ୍ବଲପୁର ଆନୁକୂଲ୍ୟରେ ତଥା ରେଙ୍ଗାଲି ବିଜୁ ଜନତା ଦଳ ର ସହଯୋଗରେ ରେଙ୍ଗାଲି କତର୍ବଗା କୀନାଲୋଇ ଗ୍ରାମ ପଞ୍ଚାୟତ ଜୁନଡିହି ଛକ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ll ଏଥିରେ ବିଭିନ୍ନ ବର୍ଗର 156 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

About:

Video Location : Chipilima

Duration : 01:33 mins

Date Time : September 5th 2021, 4:48:06 pm

Khabriya News App.