Khabriya News App.

Bailey Fry

Upload Video
Log out

ପରିତ୍ୟକ୍ତ ପମ୍ପହାଉସ ଭିତରୁ ମିଳିଲା ଶବ।

14 views
7Watch Time: 0 sec

ଗଞ୍ଜାମ ଜିଲ୍ଲା ବୁଗୁଡାଥାନା ବାଦୁଆ ଗ୍ରାମ ନିକଟରୁ ଏକ ପରିତ୍ୟକ୍ତ ପମ୍ପହାଉସ ଭିତରୁ ଏକ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର।ଶବଟି ପଚି ଯାଇଥିବାରୁ ଶବ ଟି ପୁରୁଷ କିମ୍ବା ମହିଳା ତାହା ଚିହ୍ନ ହୋଇପାରିନି ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛ।

About:

Video Location : Balichai

Duration : 01:33 mins

Date Time : December 2nd 2021, 8:54:07 am

Khabriya News App.