Khabriya News App.

Bailey Fry

Upload Video
Log out

ଯାଇ ପାରିଲାନି ଆମ୍ବୁଲାନ୍ସ, ବାଧକ ସାଜିଲା ରାସ୍ତା, ଗାଡ଼ିରେ ପ୍ରସବ କଲେ ମହିଳା ।

97 views
1Watch Time: 0 sec

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ କାଂଚପଡା ପଂଚାୟତର ଗୋପୀବିନ୍ଧା ଜେନାସାହିର ରାଧାକାନ୍ତ ଜେନା ସ୍ତ୍ରୀ ରଶ୍ମିତା ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନେବା ବେଳେ ରାସ୍ତାରେ ଗାଡି ଚକ ଦୁଇଟି ପଶି ଯାଇଥିଲା। ଗାଡ଼ିରେ ମହିଳା ପ୍ରଶବ କରିଥିଲେ ।

About:

Video Location : Markona

Duration : 01:33 mins

Date Time : September 7th 2021, 2:30:07 pm

Khabriya News App.