Khabriya News App.

Bailey Fry

Upload Video
Log out

ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଘରକୁ ଫେରିଲେ

6 views
2Watch Time: 0 sec

ତାଳଚେର ସଦର ଥାନା ଅନ୍ତର୍ଗତ ଲିଙ୍ଗିରାକଟା ଗ୍ରାମର ମନମୋଚନ ସାହୁ ଦୀର୍ଘଦିନ ହେବ ମାନସିକ ଭାରସାମ୍ୟ ହରାଇ ଏଣେ ତେଣେ ବୁଲୁଥିଲେ, ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ,ସମାଜସେବୀ ଚିନ୍ମୟୀ ଦାସ କୌଣସି ସୁତରୁ ଖବର ପାଇ ତାଙ୍କୁ ଉଦ୍ଧାର କରିଛନ୍ତି।

About:

Video Location : Talcher

Duration : 01:33 mins

Date Time : October 1st 2021, 11:15:06 am

Khabriya News App.