Khabriya News App.

Bailey Fry

Upload Video
Log out

କୁଚିଣ୍ଡା ନିୟୁ କଲ୍ୟାଣ ମଣ୍ଡପ ଠାରେ କରୋନା ଟେଷ୍ଟ

169 views
0Watch Time: 0 sec

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି।କୁଚିଣ୍ଡା ନିୟୁ କଲ୍ୟାଣ ମଣ୍ଡପ ଠାରେ ଆଜି ୪୩ ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ୧୭ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା । ସେହିପରି ୨୬ ଜଣଙ୍କର ଆର୍ଟିପିସିଆର ଯାଚଂ ପାଇଁ ବୁର୍ଲା ଭିମସାରକୁ ପଠାଯାଇଛି। ଆଜି ୦୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।ଏହି ସୂଚନା ଦେଇଛନ୍ତି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବରାଜ୍ଯ ଶିଶା

About:

Video Location : Kuchinda

Duration : 01:33 mins

Date Time : April 25th 2021, 8:47:24 am

Khabriya News App.