Khabriya News App.

Bailey Fry

Upload Video
Log out

ସାପ କାମୁଡ଼ାରେ ଵୃଦ୍ଧଙ୍କ ମୃତ୍ୟୁ ।

131 views
2Watch Time: 0 sec

ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ବଡ଼ ଜହତା ଗ୍ରାମର ମୋହନ ସୁନ୍ଦର ପଳେଇ ବିଲକୁ କାମକୁ ଯାଇଥିବାବେଳେ ସାପ କାମୁଡ଼ିବାରୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନା ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ନେବା ରାସ୍ତାରେ ମୃତ୍ୟୁ ।

About:

Video Location : India

Duration : 01:33 mins

Date Time : October 4th 2021, 9:36:06 am

Khabriya News App.