Khabriya News App.

Bailey Fry

Upload Video
Log out

ବାଲେଶ୍ଵର: ଖଇରା ବ୍ଲକ ଡୁଙ୍ଗୁରା ବଜାରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାର ଉଦଘାଟନ।

186 views
0Watch Time: 0 sec

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରା ବଜାର ଠାରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରରେ ଡୁଙ୍ଗୁରା ସମିତି ସଭ୍ୟ ପ୍ରକାଶ ଲେଙ୍କା,ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମାଝୀ,ବିଜେଡ଼ି ନେତା ସମ୍ପଦ ଘଡେଇ ଉପସ୍ଥିତ ଥିଲେ।

About:

Video Location : Kandada

Duration : 01:33 mins

Date Time : August 20th 2021, 5:51:07 am

Khabriya News App.