Khabriya News App.

Bailey Fry

Upload Video
Log out

କୁଚିଣ୍ଡାରେ ସଟଡାଉନ

149 views
0Watch Time: 0 sec

କୁଚିଣ୍ଡା ଅଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ।କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ଯ ସରକାର ଶନିବାର ଏବଂ ରବିବାରକୁ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି। କୁଚିଣ୍ଡା ସହରରେ ଆଜି ରବିବାର ଦ୍ବିତୀୟ ଦିନ ସଟଡାଉନ ପାଳନ କରାଯାଇଛି। ପୋଲିସ ବିଭିନ୍ନ ଛକରେ ରହି ଯିବାଆସିବା କରୁଥିବା ଲୋକଙ୍କୁ ଯାଚଂ କରୁଛି ଏବଂ ତାଗିଦ କରୁଛି ।

About:

Video Location : Kuchinda

Duration : 01:33 mins

Date Time : April 25th 2021, 8:59:12 am

Khabriya News App.