Khabriya News App.

Bailey Fry

Upload Video
Log out

କୁନ୍ତରା ଗୋଷ୍ଠି କେନ୍ଦ୍ରରେ କରୋନା ଟେଷ୍ଟରେ ୭ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି

134 views
0Watch Time: 0 sec

କୁଚିଣ୍ଡା ବ୍ଲକ କୁନ୍ତରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ୩୮ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ୨୩ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିଲା ସେହି ଟେଷ୍ଟରେ ୭ଜଣ ପଜିଟିଭ ବାହାରିଥିବାବେଳେ ୧୬ ଜଣ ନେଗେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୪ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ଆର୍ଟିପିସିଆର ଯାଚଂ ପାଇଁ ବୁର୍ଲା ଭିମସାରକୁ ପଠାଯାଇଛି। କୁନ୍ତରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ସୁମନ ବରୱା ସୂଚନା ଦେଇଛନ୍ତି ।

About:

Video Location : Kuchinda

Duration : 01:33 mins

Date Time : April 11th 2021, 12:10:10 pm

Khabriya News App.