Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ଲାଖୋପଡା ଗ୍ରାମରେ ଭୁଜାଲି ଆକ୍ରମଣରେ ଜଣେ ଗୁରୁତର

201 views
1Watch Time: 0 sec

କୁଚିଣ୍ଡା ଥାନା ଲାଖୋପଡା ଗ୍ରାମରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛି।ଗ୍ରାମର ଗଣେଶ ପୂଜା ମଣ୍ଡପ ଠାରେ ମନବୋଧ ବାଗ ଏକା ଠିଆ ହୋଇଥିବା ସମୟରେ ଗ୍ରାମର ଏକ ଗୋଷ୍ଠୀ ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

About:

Video Location : India

Duration : 01:33 mins

Date Time : September 11th 2021, 4:51:06 pm

Khabriya News App.