Khabriya News App.

Bailey Fry

Upload Video
Log out

ବାଲେଶ୍ବର:ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୬ ତମ ଜନ୍ମ ଦିବସ ପାଳିତ।

15 views
1Watch Time: 15 sec

ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ ତମ ଜନ୍ମ ଦିବସ ପାଳିତ। ବାଲେଶ୍ଵର ଜିଲ୍ଲା ଖଇରା ମାଟିର ପୁଅ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ପ୍ରଥମ ବାଚସ୍ପତି ସ୍ବର୍ଗତ ମକୁନ୍ଦ ପ୍ରସାଦ ଦାସଙ୍କ ୧୩୬ ତମ ଜନ୍ମ ଦିବସ ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ପାଳିତ ହୋଇଯାଇଛି ।

About:

Video Location : Mahatipur

Duration : 01:35 mins

Date Time : August 13th 2022, 10:15:11 am

Khabriya News App.