Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ

68 views
1Watch Time: 0 sec

କୁଚିଣ୍ଡା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ଠାରେ କୋଭିଡ ନିୟମ ପାଳନ କରି ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି।ଆଜି ମା ଦୁର୍ଗାଙ୍କର ଷୋଡ଼ଶ ଉପଚାରରେ ପୂଜା ହୋଇ ଚଣ୍ଡିପାଠ ହୋଇଥିଲା।କର୍ତା ଭାବେ ଅମୁଲ୍ଯ ମିଶ୍ର ଏବଂ ଧର୍ମପତ୍ନୀ ବସିଥିଲେ।ମୁଖ୍ୟ ପୂଜକ ଭାବେ ପ୍ରତାପ ମହାପାତ୍ର ପୂଜା କାର୍ଯ୍ୟ କରିଥିଲେ।

About:

Video Location : Kuchinda

Duration : 01:33 mins

Date Time : October 7th 2021, 3:57:07 pm

Khabriya News App.