Khabriya News App.

Bailey Fry

Upload Video
Log out

କୁଚିଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବୈଠକ

111 views
0Watch Time: 0 sec

କୁଚିଣ୍ଡା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ ଅଭିଯାନକୁ ସଫଳ କରିବା ପାଇଁ ଏହା ସହିତ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ କୁଚିଣ୍ଡା ପୂରାତନ ଛାତ୍ରମାନଙ୍କୁ ସାମିଲ କରିବାର ନିଷ୍ପତ୍ତି ସହିତ ଆଗାମୀ ଦୁଇବର୍ଷ ପରେ ପ୍ଲାଟିନମ ଜୁବୁଲି ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା।ଏହା ସହିତ ଆଗାମୀ ମେ ୨୩ତାରିଖ ରବିବାର ଦିନ ପୂରାତନ ଛାତ୍ରମାନଙ୍କୁ ନେଇ ଏକ ପ୍ଲାଟିନମ ଜୁବୁଲି ବୈଠକ ଏବଂ ଏକ କମିଟି ଗଠନ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।ଏହି ବୈଠକରେ ସ୍ଥାନିୟ ବିଧାୟକ କିଶୋର ଚନ୍ଦ୍ର ନାଏକ, କୁଟୁରାଚୁଆଁ କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଶରତ ଗୌନ୍ତିଆ, ସାମ୍ବାଦିକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ଶର୍ମା,ପ୍ରଧାନ ଶିକ୍ଷକ ରଞ୍ଜିତ ବରିହା, ଶିକ୍ଷକ କୈଳାସ ନାୟକ,ତନୟ ମହାପାତ୍ର ,ଡଡିଲ ସାହୁ, ବ୍ରହ୍ମପ୍ରକାଶ ମହାପାତ୍ର,ସଚ୍ଚିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

About:

Video Location : Kuchinda

Duration : 01:33 mins

Date Time : April 12th 2021, 12:24:05 pm

Khabriya News App.