Khabriya News App.

Bailey Fry

Upload Video
Log out

ଆରିକୂଳ ଠାରେ ମତ୍ସ୍ୟ ସମବାୟ ସମିତି ପକ୍ଷରୁ ମତ୍ସ୍ୟଜୀବୀ ଙ୍କୁ ନେଇ ବୈଠକ।

13 views
2Watch Time: 0 sec

ଆରିକୁଳ ଠାରେ ମତ୍ସ୍ୟଜୀବୀ ମାନଙ୍କୁ ନେଇ ମତ୍ସ୍ୟ ସମବାୟ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମବାୟ ସମିତି ନିରୀକ୍ଷକ ଶ୍ରୀ ସତ୍ୟରଞ୍ଜନ ଗିରି,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ,ଖୁଣ୍ଟା ଶ୍ରୀ ଦିଲିପ କୁମାର ଜେନା ଯୋଗଦେଇଥିଲେ।

About:

Video Location : Baripada

Duration : 01:33 mins

Date Time : September 15th 2022, 7:27:06 pm

Khabriya News App.